Download Now Banner

This browser does not support the video element.

ଲାଞ୍ଜିଗଡ: ସିଲେଟ ଅଞ୍ଚଳରେ ପ୍ରବଳ ବର୍ଷା ଧୋଇଗଲା ସରମାଣ୍ଡି ରାସ୍ତା, ଦୁଇ ପଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Lanjigarh, Kalahandi | Sep 7, 2025
ରବିବାର ଅପରାହ୍ନରେ ପ୍ରବଳ ବର୍ଷା , ଧୋଇଗଲା ସରମାଣ୍ଡି ରାସ୍ତା। ଉଭୟ ଗୁଡିପଡା ଏବଂ ଉପରପଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ।।ସିଲେଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମକୁ ସଂଯୋଗ କରିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଅଧବାଟରେ ଦରଖଣ୍ଡିଆ କରି ଛାଡି ଦିଆଯାଇଥିବା ବେଳେ ବର୍ତ୍ତମାନ ବର୍ଷା ଦ୍ବାରା ହୋଇଥିବା ଏହି ସ୍ଥିତି ଉଭୟ ପଡାବାସୀଙ୍କ ପାଇଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଇଛି।
Read More News
T & CPrivacy PolicyContact Us