This browser does not support the video element.
ବଡଚଣା: ସିଏମ କିଷାନ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ଉତ୍ସବ ଯାଜପୁର ଟାଉନ ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ
Badachana, Jajpur | Aug 27, 2025
ସିଏମ କିଷାନ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ଉତ୍ସବ ଯାଜପୁର ଟାଉନ ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ l କୃଷିଭିତ୍ତିକ ଗଣପର୍ବ ଅବସରରେ ସି ଏମ କିଷାନ ଯୋଜନା ଦ୍ୱିତୀୟ କିସ୍ତି ପ୍ରଦାନ l ଯାଜପୁର ଟାଉନ ସ୍ଥିତ ସଂକୃତ ଭବନ ଠାରେ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଓ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ଯୋଗ ଦେଇଥିଲେ।ବର୍ଷକୁ ଦୁଇଟି କିସ୍ତି ପ୍ରଥମ କିସ୍ତି ରେ ଦୁଇ ହଜାର ଟଙ୍କା ଓ ଦ୍ୱିତୀ କିସ୍ତି ରେ ମଧ୍ୟ୍ୟ ଦୁଇ ହଜାର ଟଙ୍କା ପ୍ରଦାନ କରାଗଲା । ଏଥିରେ ୫୧ ଲକ୍ଷରୁ ଉର୍ଦ୍ଧ ଚାଷୀ ମାନେ ଉପକୃତ ହୋଉଛନ୍ତି ।