This browser does not support the video element.
ସୁନ୍ଦରଗଡ ସହର: ରିଜେଣ୍ଟ ମାର୍କେଟ ମା ଦୁର୍ଗାଙ୍କ ନିକଟରେ ଭାଇ ଜିଉନ୍ତିଆ ପାଳିଲେ ଭଉଣୀ
Sundargarh Town, Sundargarh | Sep 29, 2025
ଆଜି ସେପ୍ଟେମ୍ୱର 29 ତାରିଖ ସୋମବାର ସନ୍ଧ୍ୟା 8:30 ପାଖାପାଖି ସମୟରେ ରିଜେଣ୍ଟ ମାର୍କେଟ ମା ଦୁର୍ଗାଙ୍କ ନିକଟରେ ଭଉଣୀ ମାନେ ତାଙ୍କ ଭାଇ ମାନଙ୍କର ସୁସ୍ଥ ଓ ସମୃଦ୍ଧି ମୟ ଜୀବନ ନେଇ ଭାଇ ଜିଉନ୍ତିଆ ବ୍ରତ ପାଳିଛନ୍ତି। ଗତ କାଲି ରାତିରେ ନିର୍ଜଳ ଉପବାସ ରହି ଭାଇଙ୍କ ପାଇଁ ଏହି ବ୍ରତ ରଖିଛନ୍ତି। ଆସନ୍ତା କାଲି ସ୍ନାନ ପରେ ସେମାନେ ତାଙ୍କ ଭାଇ ମାନଙ୍କୁ ଦୁଜ ବାନ୍ଧିବା ସହ ବନ୍ଦାପନା କରିବା ପରେ ବ୍ରତ ଭାଙ୍ଗିବେ। ତେବେ ସେମାନଙ୍କ ଭାଇଙ୍କୁ ମା ଦୁର୍ଗତି ନାଶିନୀ ଦୁର୍ଗା ସବୁ ସମୟରେ ସହାୟ ହେବା ନେଇ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।