Download Now Banner

This browser does not support the video element.

କୋରାପୁଟ ସହର: ଓଡପୁର ଗ୍ରାମରେ ସ୍ଥିତି ପରଖିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସହ ଦଶମନ୍ତପୁର ବ୍ଲକ ବିଡ଼ିଓ, ମୃତ୍ୟୁର କାରଣ ଖୋଜୁଛି ସ୍ବାସ୍ଥ୍ୟ ଟିମ୍

Koraput Town, Koraput | Aug 25, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲ ବେଢ଼ା ପଞ୍ଚାୟତ ଅଧିନସ୍ଥ ଓଡପୁର ଗାଁ ରେ ଗତ ଏକ ସପ୍ତାହ ମଧ୍ୟରେ ୫ ଜଣ ଙ୍କ ମୃତ୍ୟୁ ପରେ ଘନଘନ ଗସ୍ତ କରି ସ୍ଥିତି ପରଖୁଛନ୍ତି ଅଧିକାରୀ। କେଉଁ କାରଣରୁ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ତାହା ଜଣା ପଡୁନାହି। ଆଜି ଦିନ ୩ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର ଏନ ମିଶ୍ର ସହ ବିଡ଼ିଓ ମିଲନ କୁମାର ଝାଙ୍କର, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍, ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ଓଡପୁର ଗାଁରେ ଯାଇ ଗ୍ରାମ ବାସୀଙ୍କ ସହ  ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us