Install App
rabindra.mishra744
This browser does not support the video element.
ଧର୍ମଗଡ: କଲମପୁର କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲେ AICC ପର୍ଯ୍ୟବେକ୍ଷକ
Dharamgarh, Kalahandi | Sep 7, 2025
ରବିବାର ଅପରାହ୍ନରେ କଲମପୁର କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଦଳ ପକ୍ଷରୁ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବ୍ଲକ୍ ସଭାପତି ବିପିନ ପ୍ରଧାନୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ AICC ର ପର୍ଯ୍ୟବେକ୍ଷକ ଶେଖ ମୁସ୍ତାନା ଓ୍ବାଲି ଯୋଗ ଦେଇଥିଲେ। କର୍ମୀଙ୍କ ଦଳର ତୃଣମୂଳ ସଂଗଠନର ଦୃଢ଼ ନେଇ ବୁଝାଇ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!