Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ପୋଲିସ ପକ୍ଷରୁ ଗୋଟିଏ ଜୁଆ ଆଡା ଉପରେ ଚଢ଼ାଉ,ନଗଦ ଟଙ୍କା ସହ ଦଶ ଯୁଆଡ଼ି ଙ୍କୁ ଗିରଫ କଲା ପୋଲିସ

Polasara, Ganjam | Oct 7, 2025
ଚାଲିଥିଲା ଜୁଆ ଆଡ୍ଡା l ଲାଗୁଥିଲା ଲକ୍ଷ ଲକ୍ଷ ଟଙ୍କା ର ସଟା l ଖବରପାଇ ମାଡି ବସିଲା ପୋଲିସ l ସଟା ଟଙ୍କା ସହ ବହୁ ଯୁଆଡ଼ି ଙ୍କୁ ବାନ୍ଧିଲା ପୋଲିସ l ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାରେ l ଗୋଟିଏ ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବରପାଇ ଏକ ଟିମ ଅଚାନକ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ 10 ଜଣ ଜୁଆଡ଼ି ଙ୍କ ସମେତ ନଗଦ ତିନି ହଜାର ପାଞ୍ଚ ଶହ ଅସିଏ ଟଙ୍କା ଏବଂ ତାସ ଜବତ କରିଛି ପୋଲିସ l
Read More News
T & CPrivacy PolicyContact Us