Download Now Banner

This browser does not support the video element.

ଲାଞ୍ଜିଗଡ: ବେଦାନ୍ତ କମ୍ପାନୀକୁ କଞ୍ଚାମାଲ ଯୋଗାଇ ଦେବା ଦାବି ନେଇ ଭୂବନେଶ୍ବର ଠାରେ ବିଧାୟକ ଙ୍କୁ ଦାବି ଜଣାଇଲା ଲାଞ୍ଜିଗଡ଼ ଆଂଚଳିକ ବିକାଶ ପରିଷଦ

Lanjigarh, Kalahandi | Aug 24, 2025
ଲାଞ୍ଜିଗଡ଼ ଆଂଚଳିକ ବିକାଶ ପରିଷଦ ବ୍ୟାନରରେ ବେଦାନ୍ତ କୁ କଞ୍ଚାମାଲ ଯୋଗାଇ ଦେବା ଦାବି ନେଇ ଲାଞ୍ଜିଗଡ଼ରେ ଏକ ବିଶାଳ ନାଲି ସହିତ ପ୍ରତିବାଦ କରାଯାଇଥିଲା । ଲାଞ୍ଜିଗଡ଼ ବ୍ଲକ ୨୬ଗୋଟି ପନ୍ଚାୟତର ୨୦୦୦ ରୁ ଉର୍ଦ୍ଧ ବକ୍ସାଇଟ୍ ଖଣି ତୁରନ୍ତ ଦେବା ପାଇଁ ଦାବି କରିଥିଲେ।ପରେ ଭୁବନେଶ୍ୱର କୁ ଏକ ପ୍ରତିନିଧି ଯାଇ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।
Read More News
T & CPrivacy PolicyContact Us