This browser does not support the video element.
ଅନୁଗୋଳ: ୫୦ ଫୁଟ ପାଣିରେ କାଠ ଡଙ୍ଗାରେ ପାଠ ଯାଉଥିବା ନେଇ ଟିକରପଡ଼ା ଠାରେ ପ୍ରତିକ୍ରିୟା ରଖିଲେ ଛାତ୍ରୀ ଓ ନାଉରୀ
Anugul, Angul | Sep 6, 2025
ପାଠ ପାଇଁ ବାଜିରେ ଲାଗିଛି ଛାତ୍ର ଛାତ୍ରୀଙ୍କ ଜୀବନ।୫୦ ଫୁଟ ଗଭୀର ପାଣିରେ କାଠ ଡଙ୍ଗା ସାହାଯ୍ୟରେ ପାର ହେଉଛନ୍ତି ଛାତ୍ରଛାତ୍ରୀ। ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ କାଠ ଡଙ୍ଗାରେ ପାଠ ପଢିବା ପାଇଁ ନାଳ ପାର ହେଉଛନ୍ତି। କୁମ୍ଭୀର ଭୟ ଥିଲେ ମଧ୍ୟ ପାଠ ପଢିବା ପାଇଁ ପ୍ରତ୍ୟେକ ଦିନ ନାଳ ପାର ହୋଇ ବିଦ୍ୟାଳୟ ଯାଉଛନ୍ତି। ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ରହିଛି ଟିକରପଡ଼ା ଗ୍ରାମ ପଞ୍ଚାୟତ। ଟିକରପଡ଼ା ଗ୍ରାମରେ ବିଦ୍ୟାଳୟ ଥିବା ବେଳେ ଅନ୍ୟ ଗ୍ରାମର ଷଷ୍ଠରୁ ଦଶମ ଯାଏଁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ନାଳ