Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନନ୍ଦନବିହାର ରେ ନିର୍ମାଣ ଧୀନ ଘରୁ ଚୋରି ଘଟଣା, ଦୁଇଜଣ ଙ୍କୁ ଗିରଫ କଲା ପୋଲିସ

Bhubaneswar M Corp, Khordha | Aug 24, 2025
ନନ୍ଦନବିହାର ରେ ନିର୍ମାଣ ଧୀନ ଘରୁ ଚୋରି ଘଟଣା, ଦୁଇଜଣ ଙ୍କୁ ଗିରଫ କଲା ପୋଲିସ | ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ତାଙ୍କ ଘରେ ଏକା ରହୁଥିବା ବେଳେ ତାଙ୍କ ଘରର ଉପର ମହଲାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆଜି 4.56 ସମୟରେ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କୁ ନିର୍ମାଣ ଘରେ ପ୍ରବେଶ କରି ଚୋରି କରୁଥିବାର ଦେଖିଥିଲେ। ସେମାନେ ତୁରନ୍ତ ଅଭିଯୋଗକାରିଣୀ ଏବଂ ପିସିଆରକୁ ସୂଚନା ଦେଇଥିଲେ। ଅଭିଯୋଗକାରୀ ପରେ ଯାଞ୍ଚ କରିବାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କ କଟର ମେସିନ୍, ବିଦ୍ୟୁତ୍ ତାର, ସ୍ୱିଚ୍ ବୋର୍ଡ
Read More News
T & CPrivacy PolicyContact Us