Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ହିନ୍ଦୁ ଧର୍ମ ବିରୋଧ ରେ ଆପତ୍ତିଜନକ ଟିପଣି ଦେଇଥିବା ଯୁବକଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏତଲା ଦେଲା ବଜରଙ୍ଗ ଦଳ

Nabarangapur PS, Nabarangpur | Aug 22, 2025
ହିନ୍ଦୁ ଧର୍ମ ବିରୁଦ୍ଧରେ ଆପତ୍ତିଜନକ ଟିପଣି ଦେଇଥିବା ଯୁବକଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏତଲା ଦେଲା ବଜରଙ୍ଗ ଦଳ ଆପତ୍ତିଜନକ ମନ୍ତବ୍ୟ ରହିଥିବା ଭିଡିଓକୁ ଯୁବକ ଜଣକ ସସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଥିବାରୁ ନବରଙ୍ଗପୁର ଥାନାରେ ଏତଲା ଦାଏର କରାଯାଇଛି । ନବରଙ୍ଗପୁର ପୂଜାରିଗୁଡା ପଞ୍ଚାୟତ ବଡ କୁସୁମି ଗ୍ରାମର ଗୋପବନ୍ଧୁ ରନ୍ଧାରି ନାମକ ଯୁବକ ହିନ୍ଦୁ ଧର୍ମ ବିରୁଦ୍ଧରେ ଓ ହିନ୍ଦୁ ଦେବା ଦେବୀଙ୍କ ବିରୁଦ୍ଧରେ ଦୀର୍ଘ ଦିନ ଧରି ଫେସବୁକରେ ପୋଷ୍ଟ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ବଜରଙ୍ଗ ଦଳ ସହ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିଛନ୍ତି
Read More News
T & CPrivacy PolicyContact Us