Install App
rajkanikakhaba
This browser does not support the video element.
କେନ୍ଦ୍ରାପଡା: ଚାରିପୋଖରୀଆ ଗାଁର ସୁନୀଲ ପ୍ରଧାନଙ୍କ ମୃତ୍ୟୁ ଖବର ପାଇଁ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଲେ ରାଜନଗର ବିଧାୟକ
Kendrapara, Kendrapara | Apr 29, 2025
ରାଜନଗର ବ୍ଲକ୍ ଭିତରଗଡ଼ ଗ୍ରାମ ପଞ୍ଚାୟତ ଚାରିପୋଖରୀଆ ଗ୍ରାମ ନିବାସୀ ତଥା ଚାନ୍ଦିବାଉଁଶମୂଳ ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ର ନିର୍ଦ୍ଦେଶକ ସୁନିଲ କୁମାର ପ୍ରଧାନଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ସହିତ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କଲି !
Share
Read More News
T & C
Privacy Policy
Contact Us
Your browser does not support JavaScript!