This browser does not support the video element.
ଦେବଗଡ: କଣ୍ଟାବାହାଲ ଗ୍ରାମରେ ସର୍ପ ଦଂଶନରେ ଚାଷୀ ଅସୁସ୍ଥ
Debagarh, Debagarh (Deogarh) | Aug 28, 2025
ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଂଟାବାହାଳ ଗ୍ରାମର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କଂଟାବାହଳ ଗ୍ରାମର ପ୍ରଫୂଲ୍ଲ କୁମାର ପ୍ରଧାନ(୫୭) ନାମକ ଜଣେ ବ୍ୟକ୍ତି ଚାଷ ଜମିରେ କାମ କରୁଥିବା ବେଳେ ତାଙ୍କ ଗୋଡରେ ଏକ ସାପ କାମୁଡି ଦେଇଥିଲା । ପ୍ରଫୁଲ୍ଲ ଏକଥା ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି।