Download Now Banner

This browser does not support the video element.

ମୋହନା: ମୋହନା ଥାନା କୁଟିଗୁଡା ଗାଁ ପୋଖରୀରେ ବୁଡି ଯୁବକ ମୃତ

Mohana, Gajapati | Sep 2, 2025
ପୋଖରୀରେ ବୁଡି ଯୁବକ ମୃତ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡ଼ା ଗାଁରେ l ମୃତ ଯୁବକ ଜଣଙ୍କ ହେଲେ ସେହିଁ ଗାଁର ଧର୍ମେନ୍ଦ୍ର ନାୟକ। ଆଜି ଦିନ ୧୨ ଘଣ୍ଟ ସମୟରେ ଯୁବକ ଜଣଙ୍କ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ଗାଧୋଉଥିବା ପାଣିରେ ବୁଡ଼ି ଯାଇଥିଲେ l ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ l
Read More News
T & CPrivacy PolicyContact Us