Install App
newsjajpur9124
This browser does not support the video element.
ବଡଚଣା: ବଡ଼ଚଣା ଥାନା ଅଧିକାରିଣୀଙ୍କ ବଦଳୀ କ୍ୟାନ୍ସଲ୍ ଦାବିରେ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଣିକୋଇଲି କାର୍ଯ୍ୟାଳୟରେ ଏସପିଙ୍କୁ ଦାବିପତ୍ର
Badachana, Jajpur | Sep 8, 2025
ବଡ଼ଚଣା ଥାନା ଅଧିକାରିଣୀଙ୍କ ବଦଳୀ କ୍ୟାନ୍ସଲ୍ ଦାବିରେ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଣିକୋଇଲି ସ୍ଥିତ କାର୍ଯ୍ୟାଳୟରେ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ଅନୁଯାୟୀ ଗତ କାଲି ବଡ଼ଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କର ଅନେତ୍ର ପୋଲିସ ମୁଖ୍ୟାଳୟକୁ ବଦଳୀ ହେଇଛି l ଏହି ବଦଳୀ ଖବର ମିଳିବା ପରେ ବଡ଼ଚଣା ଅଞ୍ଚଳ ସମେତ ବଜରଙ୍ଗ ଦଳ କାର୍ଯ୍ୟକର୍ତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!