Download Now Banner

This browser does not support the video element.

ବଡସାହି: ଶାକୁଆ ଠାରେ ଚଢାଉକରି ଚୋରା ବାଲିବୋଝେଇ ଟିପ୍ପର ଜବତକଲା ବଡସାହି ପୁଲିସ,ମାମଲା ରୁଜୁପରେ ତଦନ୍ତ ଜାରି

Barsahi, Mayurbhanj | Sep 29, 2025
ବଡ଼ସାହି ଥାନା ଅଧୀନ କୋଚିଳାଖୁଣ୍ଟା ଉପକଣ୍ଠ ଶାକୁଆ ଠାରେ ଚଢ଼ାଉକରି ସୋମବାର ରାତି ସାଢେଦଶଟାରେ ଏକ ଚୋରା ବାଲିବୋଝେଇ ଟିପ୍ପର ଜବତ କଲା ପୁଲିସ l ସୂଚନା ମୁତାବକ ଶାକୁଆ ଅଞ୍ଚଳରୁ ଚୋରା ବାଲି ଚାଲାଣ କରାଯାଉଥିବାର ଖବରପାଇ ସୋମବାର ରାତିରେ ବଡ଼ସାହି ପୁଲିସ ପେଟ୍ରୋଲିଂ ଟିମ ଶାକୁଆ ଠାରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଓଡି -୧୧ଏଲ -୪୩୦୨ ନମ୍ବର ବିଶିଷ୍ଟ ବାଲି ବୋଝେଇ ଟିପ୍ପରକୁ ଅଟକାଇ ଯାଞ୍ଚ କରିଥିଲେ l
Read More News
T & CPrivacy PolicyContact Us