Install App
bidyut318
This browser does not support the video element.
ଛେଣ୍ଡିପଦା: ବାଗଡ଼ିଆ ମେଡ଼ିକାଲରେ ସଫେଇ କର୍ମଚାରୀ ସାଲାଇନ ଦେବା ଘଟଣାରେ ପ୍ରତିକ୍ରିୟା ରଖିଲେ ଡାକ୍ତର
Chhendipada, Angul | Aug 10, 2025
ବାଗଡ଼ିଆ ଡାକ୍ତରଖାନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଡାକ୍ତରଖାନରେ ଡାକ୍ତର କି ନର୍ସ ନୁହେଁ ସଫେଇ କର୍ମଚାରୀ ଦେଉଛନ୍ତି ସାଲାଇନ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ବାଗଡ଼ିଆ ଡାକ୍ତରଖାନର ଡାକ୍ତର l
Share
Read More News
T & C
Privacy Policy
Contact Us
Your browser does not support JavaScript!