Download Now Banner

This browser does not support the video element.

କଣ୍ଟାମାଳ: ଅଜଣା ରୋଗରେ ପୀଡିତ ହୋଈ ଶଯ୍ୟାସାୟି ମଲିକୁଦ ର ହାଡୁ I ହ୍ୟୁଲଚ୍ୟାୟର ପାଇଁ ଦାବି#Jansamasya

Kantamal, Boudh (Bauda) | Sep 2, 2025
କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ମଲିକୁଦ ଗ୍ରାମର ହାଡୁ ରଣା (୭୦) ଦୀର୍ଘ ୮ ମାସରୁ ଊର୍ଧ୍ୱ ହେବ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି | ପୂର୍ବରୁ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ହଠାତ ଏକ ଅଜଣା ରୋଗ ମାଡି ଆସିବାରୁ ହାଡୁଙ୍କ ହାତ ଗୋଡ଼ କାମ କରୁ ନ ଥିବା ବେଳେ ସବୁ ମୋଡି ହୋଇ ଅଚଳ ହୋଇ ଗଲା | ପରିବାର ଲୋକେ ଚିକିତ୍ସା ପାଇଁ ଅନେକ ଡାକ୍ତରଖାନା ନେଇ ଥିଲେ ମଧ୍ୟ ରୋଗ ଜମାରୁ ଭଲ ହୋଇ ନ ଥିଲା | ଗରିବ ପରିବାର ହୋଇଥିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେବା ସହ ହଇରାଣ ହୋଇ ବିଫଳ ହେବା ଫଳରେ ଏବେ ନିରାଶ ହୋଇ ଭଗବାନଙ୍କୁ ଆଶ୍ରା କରି ପଡି ରହିଛନ୍ତି | ହା
Read More News
T & CPrivacy PolicyContact Us