This browser does not support the video element.
ଦେବଗଡ: ପ୍ରସିଦ୍ଧ ଦେବଗଡ ଗଣେଶ ପୂଜାର ଚତୁର୍ଥ ଦିନ, ଜମିଲା ସମ୍ବଲପୁରୀ ନାଚଗୀତର ଆସର
Debagarh, Debagarh (Deogarh) | Aug 30, 2025
ପ୍ରସିଦ୍ଧ ଦେବଗଡ ଗଣେଶ ପୂଜାର ଚତୁର୍ଥ ଦିନ, ଜମିଲା ସମ୍ବଲପୁରୀ ନାଚଗୀତର ଆସର । ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା ଶନିବାର ଚତୁର୍ଥ ଦିନରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ପ୍ରାୟ ୧୦ ହଜାରରୁ ଅଧିକ ଦର୍ଶକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ସମ୍ବଲପୁରୀ ଗୀତର ଯାଦୁ ଦର୍ଶକଙ୍କୁ ରାତି ପ୍ରାୟ ୧୧ ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।