This browser does not support the video element.
ବୌଦ୍ଧ ସଦର: ଗିରାସିଙ୍ଗା ଜଗନ୍ନାଥ ବନ ପ୍ରକଳ୍ପ ଠାରେ ସେବା ପକ୍ଷ ପାଳନ ପାଇଁ ବିଜେପିର ମଣ୍ଡଳ ସ୍ତରୀୟ କର୍ମଶାଳା
Baudh Sadar, Boudh (Bauda) | Sep 11, 2025
ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ଗିରାସିଙ୍ଗା ଜଗନ୍ନାଥ ବନ ପ୍ରକଳ୍ପ ଠାରେ ସେବା ପକ୍ଷ ପାଳନ ପାଇଁ ବିଜେପିର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ମଣ୍ଡଳ ସଭାପତି ସୁଶୀଳ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ଯୁବ ବିଜେପି ନେତା ବିକ୍ରମ କୁମାର ପ୍ରଧାନ, ଅଜିତ ପଟ୍ଟନାୟକ, ସୁମନ୍ତ କୁମାର ପ୍ରଧାନ ସାନତ୍ନୁ ମାଟିଆ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |