Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବଡ଼ମ୍ବାରେ ଦୁଇ ଚକିଆ ଗାଡ଼ି ଚୋରି ମାମଲାରେ ଜଣଙ୍କୁ ଗିରଫ କରିଛି ବଡମ୍ବା ଥାନା ପୋଲିସ

Cuttack M Corp PS, Cuttack | Aug 21, 2025
କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ଦୁଇ ଚକିଆ ଗାଡ଼ି ଚୋରି କରିବା ମାମଲାରେ ଜଣେ ପେଶାଦାର ଚୋରକୁ ଗିରଫ କରିଛି ବଡମ୍ବା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା କୃଷ୍ଣ ନାୟକ। ଏ ନେଇ ଗୁରୁବାର ରାତି ୯.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ତା ନିକଟରୁ ଗୋଟିଏ ଚୋରା ସ୍କୁଟି ଜବତ କରାଯାଇଛି।
Read More News
T & CPrivacy PolicyContact Us