This browser does not support the video element.
ପରଜଙ୍ଗ: ଗଡପରଜଙ୍ଗରେ ପ୍ରଭୁ ଗଜନାନଙ୍କ ଭସାଣି ଧୁମ୍ ଧାମରେ ମେଲାଣି ନେଲେ ବିଦ୍ୟାଦାତା
Parajang, Dhenkanal | Sep 7, 2025
ଗଡପରଜଙ୍ଗରେ ପ୍ରଭୁ ଗଜନାନଙ୍କ ଭସାଣି ଧୁମ୍ ଧାମରେ ମେଲାଣି ନେଲେ ବିଦ୍ୟାଦାତା ଢ଼େଙ୍କାନାଳ ଜିଲ୍ଲା ଗଡ ପରଜଙ୍ଗରେ ରବିବାର ରାତି ୭ଟାରେ ପ୍ରଭୁ ଗଜାନନଙ୍କ ଭସାଣୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସାହିର ମେଢ଼ ଏକତ୍ରିତ ହୋଇ ପ୍ରଭୁ ଗଜନାନଙ୍କୁ ଶୋଭାଯାତ୍ରାରେ ବାହାରି ଡିଜେର ତଳେ ତଳେ ଗ୍ରାମ ପରିକ୍ରମା କରାଯିବା ସହ ଗ୍ରାମ ପୋଖରୀରେ ବିସର୍ଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜା କମିଟିଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।