Install App
nuapdanewz
This browser does not support the video element.
କୋମନା: ଧରମବନ୍ଧାରୁ ଗୋଧସ ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲେ ଭରୁଆମୁଣ୍ଡା ଗ୍ରାମବାସୀ
Komna, Nuapada | Oct 4, 2025
ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଧରମବନ୍ଧାରୁ ଗୋଧସ ରାସ୍ତାର ମରାମତି ପାଇଁ ଭରୁଆମୁଣ୍ଡା ଗ୍ରାମବାସୀ ମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଉପ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବା ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ମାନେ କହିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!