Download Now Banner

This browser does not support the video element.

କେନ୍ଦୁଝର ସଦର: ଟିକରପଡା ଗ୍ରାମରେ ଏସ.ଆର କମ୍ପାନୀ କାରଖାନା ସ୍ଥାପନକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Kendujhar Sadar, Kendujhar | Jan 6, 2025
ଟିକରପଡା ଗ୍ରାମରେ ଏସାର କମ୍ପାନୀ ରକାରଖାନା ସ୍ଥାପନ କୁ ବିରୋଧ କରି ଆଜି ୨ଟାରେ ଜିଲ୍ଲାପାଳ ଙ୍କୁ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏଠାରେ ବିଭିନ୍ନ ଚାଷ ଓ କୁମ୍ଭାର ବୃତ୍ତି ହାଣ୍ତିମାଠିଆ ଗଢି ଜୀବନ ଜୀବିକା ନିର୍ଵାହ କରୁଛନ୍ତି।ତେବେ କାରଖାନା ସ୍ଥାପନକୁ ଲାେକେ ବିରୋଧ କରିଆସୁଥିଲେହେଁ କମ୍ପାନୀପୁର୍ନଃବାର ଗ୍ରାମର ଚାଷ ଜମି ଉପରେ କାରଖାନା ସ୍ଥାପନ ପାଇଁଜନଶୁଣାଣି କରିାକୁ ଯୋଜନା କରିଛି।ଏହାକୁ ଲୋକେ ଘୋର ବିରୋଧ କରିଛନ୍ତି।ନଚେତ ଅନ୍ଦୋଳନ ତୀବ୍ରତର କରିବା ସହିତ ଜନସାଧାରଣ ରାଜରାସ୍ତା କୁ ଓଲ୍ଲାଇାକୁ ଚେତାବନୀ ଦେଇଛନ୍ତି।
Read More News
T & CPrivacy PolicyContact Us