Download Now Banner

This browser does not support the video element.

ଚମ୍ପୁଆ: ମଧ୍ୟଦେଶୀୟ ବୈଶ୍ୟ ମହାସଭା ପକ୍ଷରୁ ବାଙ୍କେ ବିହାରୀ ଭବନରେ ଶ୍ରୀଶ୍ରୀ ଗଣିନାଥ ଗୋବିନ୍ଦଜୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

Champua, Kendujhar | Sep 6, 2025
ବଡବିଲ ସହରର ବାଙ୍କେ ବିହାରୀ ଭବନ ଠାରେ ଆଜି ମଧ୍ୟଦେଶୀୟ ବୈଶ୍ୟ ମହାସଭା ପକ୍ଷରୁ ଶ୍ରୀ ଶ୍ରୀ ଗଣିନାଥ ଗୋବିନ୍ଦଜୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ନଗର ପରିକ୍ରମା ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ବୈଶ୍ୟ ମହାସଭାର ହଜାର ହଜାର ସଦସ୍ୟ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us