Download Now Banner

This browser does not support the video element.

ବଡସାହି: ଭାଲିଆଡିହା ଓ ଭିତରଶୋଳରେ ଅବକାରୀ ବିଭାଗର ସଶସ୍ତ୍ର ପୁଲିସଫୋର୍ସ ସହାୟତାରେ ମିଳିତ ଚଢାଉ, ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ, ସରଞ୍ଜାମ ନଷ୍ଟ

Barsahi, Mayurbhanj | Aug 30, 2025
ବୈଶିଙ୍ଗା ଥାନା ଅଧୀନ ଭାଲିଆଡିହା ଏବଂ ଭିତରଶୋଳ ଠାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଶନିବାର ଅପରାହ୍ନ ସାଢେ୩ଟାରେ ଚଢାଉକରି ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ ପୂର୍ବକ ନଷ୍ଟକଲା ଅବକାରୀ ବିଭାଗ l ଭାଲିଆଡିହା ଏବଂ ଭିତରଶୋଳ ଠାରେ ଚୋରା ଦେଶିମଦ କାରଖାନା ଚାଲିଥିବାର ଖବରପାଇ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା l
Read More News
T & CPrivacy PolicyContact Us