This browser does not support the video element.
କଣ୍ଟାବାଞ୍ଜି: ହିଆଁଲ ଗାଁରେ ମୋବାଇଲ ପାଇଁ ଛାତ୍ରୀ ଙ୍କ ଆତ୍ମହତ୍ୟା ଉଦ୍ୟମ
Kantabanji, Balangir | Jul 18, 2025
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ହିଆଁଲ ଗାଁରେ ମୋବାଇଲ ପାଇଁ ଛାତ୍ରୀ ଙ୍କ ଆତ୍ମହତ୍ୟା ଉଦ୍ୟମ କରାଯାଇଥିବା ଥିବା ବେଳେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ କଣ୍ଟାବାଞ୍ଜି ଡ଼ାକ୍ତର ଖାନା ରେ ଭର୍ତ୍ତି କରିଛନ୍ତି ।