Download Now Banner

This browser does not support the video element.

ଆସିକା: ଆଇନଜୀବୀ ତଥା ବିଜେପି ନେତା ଙ୍କ ହତ୍ୟା ପରେ ମରଶରୀର ବ୍ରହ୍ମପୁର ସହର ପରିକ୍ରମା କରିଛି,ଶୋଭାଯାତ୍ରା ରେ ସାମିଲ ହେଲେ ଆସିକା ବିଧାୟକ

Asika, Ganjam | Oct 7, 2025
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ରେ ସୋମବାର ରାତିରେ ଅଞ୍ଚଳର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଦୁର୍ବୁତ୍ତ ମାନେ ଗୁଳିକରି ହତ୍ୟା କରିଥିଲେ l ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ବେଳେ ପ୍ରଥମେ ବିରାଟ ଶୋଭାଯାତ୍ରା ରେ ମର ଶରୀର କୁ ସହର ପରିକ୍ରମା କରାଯାଇଥିଲା l ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜନସାଧାରଣ ସେସଦର୍ଶନ କରିଥିବା ବେଳେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମଧ୍ୟ ଏହି ଅବସରରେ ସେସଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l
Read More News
T & CPrivacy PolicyContact Us