This browser does not support the video element.
ଝାରସୁଗୁଡା: ଝାରସୁଗୁଡା ସହର ରେ ଜିଲ୍ଲା କଂଗ୍ରେସ ର ଏକ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ
Jharsuguda, Jharsuguda | Sep 3, 2025
ଝାରସୁଗୁଡା ସହର ରେ ଜିଲ୍ଲା କଂଗ୍ରେସ ର ଏକ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ପ୍ରାୟ ୧ ଟା ୩୦ ରେ ଅନୁଷ୍ଠିତ ଏହି ବୈଠକରେ ଅଲ ଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଶୋଭା ଓଜା ଓଡିଶା ପ୍ରଦେଶ କମିଟି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ଜେନା ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ l କଂଗ୍ରେସ ଦଳ କୁ ତୃଣମୂଳ ସ୍ତରରୁ ମଜବୁଦ କରିବା ସହ କଂଗ୍ରେସ ଦଳ ର ବାର୍ତା କୁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମି ମାନଂକୁ ଆଜି ର ଏହି ବୈଠକ ରେ ବାର୍ତା ଦିଆଯାଇଛି l