This browser does not support the video element.
ନୂଆପଡା: ନୂଆପଡ଼ା ଠାରେ ନୂତନ ଭାବେ ଯୋଗଦାନ କରିଥିବା ସିଡିଏମାଓଙ୍କୁ ଫାର୍ମାସିଷ୍ଟ ଅଫିସର ସେବା ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା
Nuapada, Nuapada | Aug 30, 2025
ନୂଆପଡ଼ା ଠାରେ ନୂତନ ଭାବେ ଯୋଗଦାନ କରିଥିବା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧନେଶ୍ଵର ସେଠୀଙ୍କୁ ଫାର୍ମାସିଷ୍ଟ ଅଫିସର ସଂଘ ପକ୍ଷରୁ ଆଜି ୨ ଟାରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହି ସମୟରେ ସଭାପତି ବିନ୍ଦୁରାଜ, ସମ୍ପାଦକ କୃଷ୍ଣଚନ୍ଦ୍ର ରଥ, କୋଷାଧ୍ୟକ୍ଷ କିଶୋର କୁମାର ସାହୁ, କମଳା କାନ୍ତ ଚନ୍ଦ୍ରକାର, ଆଶିଷ ଚନ୍ଦ୍ରକାର, ପ୍ରଦିପ ଭୂଷଣ, ନଗେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।