This browser does not support the video element.
କଣ୍ଟାମାଳ: ଦହ୍ୟା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଦୁଇ ବାଇକ ଆରୋହୀ ଗୁରୁତର
Kantamal, Boudh (Bauda) | Aug 24, 2025
ରବିବାର ଦିନ ଜାତୀୟ ରାଜପଥ ନଂ 57 ର ମନମୁଣ୍ଡା ଥାନା ଦହ୍ୟା ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବାଇକରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ସହାୟତାରେ ସୋନପୁର ଡାକ୍ତର ଖାନାକୁ ପଠାଇଥିବା ସୂଚନା ମିଳିଛି l