Download Now Banner

This browser does not support the video element.

ନୂଆପଡା: ଖଡିଆଳ ଠାରେ ଏନଏସି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Nuapada, Nuapada | Sep 13, 2025
ଖଡିଆଳ ସହରର ସର୍ବ ପ୍ରାଚୀନ ଶିକ୍ଷା ଅନୁଷ୍ଠାନ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡିଆଳ ଏନଏସି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆଜି ୨ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖଡିଆଳ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶୈଳେଶ କୁମାର ଶୁକ୍ଳା, ଖଡିଆଳ ଏନଏସି ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ସହକାରୀ ଯନ୍ତ୍ରୀ ଅମୋଘ ନାରାୟଣ ପଣ୍ଡା, ପ୍ରଧାନ ଶିକ୍ଷକ କିଶୋର ଅଗସ୍ତି, ସ୍ୱେଚ୍ଛାସାଥି ପ୍ରମୁଖ ଯୋଗ ଦେଇ ସ୍କୁଲ ପରିବେଶକୁ ସଫେଇ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ରେ ଥିବା ସମସ୍ତ ସ୍କୁଲକୁ ସଫେଇ ହୋଇଥିଲା।
Read More News
T & CPrivacy PolicyContact Us