Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମା ଭଣ୍ଡାରଘରଣୀଙ୍କ ପୀଠରେ ସମାପନ ହେଲା ସନ୍ଧି ପୂଜା, ମନ୍ଦିର ବେଢାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

Nabarangapur PS, Nabarangpur | Sep 30, 2025
ମା ଭଣ୍ଡାରଘରଣୀଙ୍କ ପୀଠରେ ସମାପନ ହେଲା ସନ୍ଧି ପୂଜା, ମନ୍ଦିର ବେଢାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବି ମା ଭଣ୍ଡାର ଘରଣୀ ଙ୍କ ପୀଠରେ ମହାଷ୍ଟମୀ ଓ ମହାନବମୀ କାଳର ମଧ୍ୟ ସମୟ ସନ୍ଧୀ ପୂଜା ରୀତିନୀତି ଵିଧି ପୂର୍ବକ ସମାପନ ହେଇଛି, ନବରାତ୍ର ର ଏହି ସ୍ୱତନ୍ତ୍ର ପୂଜା ରୁଦ୍ଧ ଦ୍ୱାର ଭିତରେ ସମାପନ ହୁଏ ତେଣୁ ମନ୍ଦିର ର ସମସ୍ତ ଦ୍ୱାର ବନ୍ଦ କରାଯାଇଥିଲା, ବେଢାରେ ହଜାର ହଜାର ଭକ୍ତ ଙ୍କ ଭିଡ ଜମିଥିଲା ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ସମସ୍ତନୀତି କାନ୍ତି ଅନୁଷ୍ଠତ ହୋଇଥିଲା
Read More News
T & CPrivacy PolicyContact Us