Download Now Banner

This browser does not support the video element.

ପରଜଙ୍ଗ: ଶିବପୁର ଠାରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବ ବିବିଧତା ପାର୍କରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଉପସ୍ଥିତ ଥିଲେ ବିଧାୟକ

Parajang, Dhenkanal | Aug 27, 2025
ଢେଙ୍କାନାଳ ଶିବପୁର ଠାରେ ବୁଧବାର ୧୧ଟାରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବବିବିଧତା ପାର୍କରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା ଶିବପୁର ଠାରେ ବୁଧବାର ଟାଟା ଷ୍ଟିଲ ମେରାମଣ୍ଡଳୀ ଜୈବବିବିଧତା ପାର୍କରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିଭୁତି ପ୍ରଧାନ, ଶତ୍ରୁଘନ ଜେନା,ଆରସିସିଏଫ ସଞ୍ଜୟ ସ୍ବାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us