Download Now Banner

This browser does not support the video element.

କେନ୍ଦୁଝର ସହର: ଭୂଲୁଦା ଭାଲୁଘର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କଲେ ହାତୀପଲ

Kendujhar Town, Kendujhar | Aug 31, 2025
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଭୂଲୁଦା ଭାଲୁଘର ସଂରକ୍ଷିତ ଜଙ୍ଗଲରେ ଆଜି ହାତୀପଲ ପ୍ରବେଶ କରୁଥିବା ଦେଖା ଯାଇଛନ୍ତି। ପ୍ରାୟ ୩୦ ଟି ହାତୀ ରହିଥିବା ଏହି ପଲକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାରେ ରହିଥିବା ବେଳେ ବନ ବିଭାଗ ହାତୀ ଉପରେ ନଜର ରଖିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us