Download Now Banner

This browser does not support the video element.

ପାରାଦୀପ: ମଙ୍ଗଳବାର ରାତିରେ ଭୁତୁମୁଣ୍ଡାଇ ପଞ୍ଚାୟତରେ ବିଜେପିର " ମିଶ୍ରଣ ପର୍ବ" ରେ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଜେପିରେ ମିଶିଲେ ଶତାଧିକ ଲୋକେ ।

Paradip, Jagatsinghpur | Apr 17, 2024
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଶତାଧିକ ଲୋକ ବିଜେଡ଼ି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗସିଂହପୁର ଜିଲ୍ଲା ସାଂସଦ ପାର୍ଥି ବିଭୁପ୍ରସାଦ ତରାଇ ଯୋଗଦେଇ ଭୁତମୁଣ୍ଡାଇ ପଞ୍ଚାୟତର ଶତାଧିକ ଲୋକଙ୍କୁ ଆପଣାଇ ନେଇ ବିଜେପିରେ ସାମିଲ କରିଥିଲେ।
Read More News
T & CPrivacy PolicyContact Us