Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ପୋଲିସ ଦ୍ୱାରା ଭୁତାପଡା ପଡିଆରୁ ନିଶା କଫ ସିରଫ ଜବତ ଜଣେ, ଗିରଫ

Sambalpur M, Sambalpur | Aug 25, 2025
ଧନୁପାଲି ପୋଲିସ ଦ୍ୱାରା ନିଶା କଫ ସିରଫ ଜବତ ଜଣେ, ଗିରଫ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11.30 ଟା ସମୟରେ ପୋଲିସ ପେଟ୍ରୋଲିଂ ସମୟରେ ଅବୈଧ୍ୟ ରୂପେ ନିଶା ଦ୍ରବ୍ୟ ବିକ୍ରି ହେଉଥିବାର ଖବର ପାଇ ଭୂତାପଡା ପଡିଆ ଠାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ କ୍ଷେତିପଡା ନିବାସୀ ମହମ୍ମଦ ଇମ୍ରାନ ନାମକ ଜଣେ ଯୁବକଙ୍କୁ ଧରିଥିଲା । ଯୁବକଙ୍କ ନିକଟରୁ ପୁଲିସ ଚେକିଂ ସମୟରେ ୩୨ ଲିଟର ଦେଶୀ ମଦ, ୨୩ଟି ନିଶାକଫ ସିରପ, ୬ଟି ନିଶା ବଟିକା ଏବଂ ୧ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ ଜବତ କରିଥିଲା । ଏନେଇ ଏକ ମାମଲା ପୋଲିସ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଅଦାଲତକୁ ଆଜି ସନ୍ଧ୍ୟା 5 ଟା ରେ
Read More News
T & CPrivacy PolicyContact Us