Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମକର ହତ୍ୟା ଘଟଣା କୁ ୩୭ ବିତିଲା ପୁଲିସ ହାତ ଖାଲି, ଏସ୍‌ପିଙ୍କ ଦ୍ବାରସ୍ଥ ଫୁଣ୍ଡେଲ ପଡା ଗ୍ରାମବାସୀ

Nabarangapur PS, Nabarangpur | Oct 7, 2025
ମକର ହତ୍ୟା ଘଟଣା କୁ ୩୭ ବିତିଲା ପୁଲିସ ହାତ ଖାଲି, ଏସ୍‌ପିଙ୍କ ଦ୍ବାରସ୍ଥ ଫୁଣ୍ଡେଲ ପଡା ଗ୍ରାମବାସୀ ଚନ୍ଦାହାଣ୍ଡି ଥାନା ଫୁଣ୍ଡେଲପଡା ଗାଁର ମକର ନୟାଜଙ୍କ ହତ୍ୟାକାଣ୍ଡକୁ ୩୭ ଦିନ ବିତିଲାଣି । କିନ୍ତୁ ପୁଲିସ୍‌ର ହାତ ଖାଲି ରହିଛି । ହତ୍ୟାକାରୀଙ୍କୁ ଧରିବାରେ ପୁଲିସ୍ ସଂପୂର୍ଣ ବିଫଳ ହୋଇଥିବା ନେଇ ପରିବାର ସମେତ ଗ୍ରାମବାସୀ ନବରଙ୍ଗପୁର ଏସ୍‌ପିଙ୍କୁ ଭେଟି ହତ୍ୟାକାରୀଙ୍କୁ ଗିରଫ ଦାବି କରିଛନ୍ତି
Read More News
T & CPrivacy PolicyContact Us