Download Now Banner

This browser does not support the video element.

ବିଞ୍ଝାରପୁର: ଯାଜପୁର ଟାଉନ ସ୍ଥିତ ସଂସ୍କୃତି ଭବନ ପରିସରେ ଘୁଙ୍ଗୁର ନାଟ୍ୟ ପରିଷଦ ପକ୍ଷରୁ ଆୟୋଜିତ ଲୋକକଳା ମହୋତ୍ସବ ଉଦଘାଟିତ

Binjharpur, Jajpur | Aug 24, 2025
ଯାଜପୁର ଟାଉନ ସ୍ଥିତ ସଂସ୍କୃତି ଭବନ ପରିସରେ ଘୁଙ୍ଗୁର ନାଟ୍ୟ ପରିଷଦ ପକ୍ଷରୁ ଆୟୋଜିତ ଲୋକକଳା ମହୋତ୍ସବ ଉଦଘାଟିତ ହେଇଯାଇଛି l ଆଜି ଘୁଙ୍ଗୁର ନାଟ୍ୟ ପରିଷଦର ସଭାପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଧାୟିକା ସୁଜାତା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଅତିଥିଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ l ବିଶେଷ ଭାବରେ ରାଜ୍ୟରେ ଲୋକ କଳା ବୁଡିବୁଡି ଯାଉଥୁବା ବେଳେ ଘୁଙ୍ଗୁର ନାଟ୍ୟ ପରିଷଦ ପକ୍ଷରୁ ଏଭଳି କାର୍ଯ୍ୟ ଆରମ୍ଭ କରିଥିବାରୁ ଉପସ୍ଥିତ ଅତିଥି ମାନେ ପରିଷଦର ସଦସ୍ୟଙ୍କୁ ପ୍ରଶଂସା କରିଥିଲେ l
Read More News
T & CPrivacy PolicyContact Us