This browser does not support the video element.
ଝାରସୁଗୁଡା: ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିଲେ ଝାରସୁଗୁଡା ବିଧାୟକ
Jharsuguda, Jharsuguda | Aug 25, 2025
ଝାରସୁଗୁଡା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଲୋକଙ୍କ ଅଭିଯୋଗ ଶୁଣିଲେ ଝାରସୁଗୁଡା ବିଧାୟକ l ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଝାରସୁଗୁଡା ବିଟିଏସ୍ଥିତ ବିଜେପି କାର୍ଯ୍ୟଳୟ ରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି l ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଲୋକ ମାନେ ଆସି ସେମାନଙ୍କ ବ୍ୟକ୍ତିଗତ ଏବଂ ସାମୁହିକ ସମସ୍ୟା ବିଷୟରେ ଅଭିଯୋଗ କରି ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି l