Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ କୃଷ୍ଣଛାଇ ଗ୍ରାମପଞ୍ଚାୟତ ଠାରେ ଆଜି ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Hinjili, Ganjam | Aug 28, 2025
ଆଜି ହିଞ୍ଜିଳି ନିର୍ବାଚ଼ନ ମଣ୍ଡଳୀ‌‌ ଶେରଗଡ଼ ବ୍ଲକ ଅନ୍ତର୍ଗତ କୃଷ୍ଣଛାଇ ଗ୍ରାମପଞ୍ଚାୟତ ଅଫିସ ଠାରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅଣ୍ଡିରାସିଂହ ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରିଛନ୍ତି ପୂର୍ବତନ ବିଜେପି ବିଧାୟକ ପାର୍ଥି ଶିଶିର ମିଶ୍ର । ତତ୍ ସହିତ ସେଠାରେ ରକ୍ତଦାନ କରୁଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ଶିବିରରେ ରକ୍ତ ସଂଗ୍ରହ କରୁଥିବା ମେଡିକାଲ କର୍ମଚାରୀ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର.
Read More News
T & CPrivacy PolicyContact Us