Download Now Banner

This browser does not support the video element.

ଅନୁଗୋଳ: ଜିଏମଡିସି କମ୍ପାନୀକୁ ନେଇ ହାଣ୍ଡିଗୋଡା ଗ୍ରାମ ନିକଟରେ ପ୍ରତିକ୍ରିୟା ରଖିଲେ ଭରତ ନାୟକ

Anugul, Angul | Aug 24, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡା ଓ ଜମୁନାଳି ଗାଁ ନିକଟରେ ଜିଏମଡିସି କମ୍ପାନୀର ସର୍ଭେ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ସର୍ଭେ କାର୍ଯ୍ୟକୁ ବିରୋଧ କରିବା ସହ ୨ଜଣ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି l ସୂଚନା ଯେ ଛେଣ୍ଡିପଦା ବ୍ଲକରେ ଜିଏମଡିସି କମ୍ପାନୀ ପକ୍ଷରୁ କୋଇଲା ଖଣି ପାଇଁ ଜାମୁନାଳି ଗାଁର ପଡିଆନାଳି ଠାରେ ସର୍ଭେ କରୁଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ମାନେ ଖବର ପାଇ ସର୍ଭେ କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ l ବାରମ୍ବାର ବିରୋଧ କରିବା ସତ୍ୱେ କମ୍ପାନୀ କର୍ମଚାରୀମାନେ ଗାଁ ନିକଟକୁ ଆସି ସର୍ଭେ କରୁଥିବାରୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍
Read More News
T & CPrivacy PolicyContact Us