Download Now Banner

This browser does not support the video element.

ବୀରମହାରାଜପୁର: କଲାପଥର ନିକଟ ଜଙ୍ଗଲରୁ ଗୁରୁତର ଭାବରେ ଉଦ୍ଧାର ହୋଇଥିବା ହେଟା ବାଘର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ବନବିଭାଗର ତନାଘନା ଜାରି

Biramaharajpur, Subarnapur (Sonepur) | Aug 26, 2025
ଉଲୁଣ୍ଡା ବନାଞ୍ଚଲ ଅଧିନସ୍ଥ କଲାପଥର ନିକଟ ଜଙ୍ଗଲରୁ ଗୁରୁତର ଭାବରେ ଉଦ୍ଧାର ହୋଇଥିବା ହେଟା ବାଘର ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ପ୍ରାୟ 5ଟା ମୃତ୍ୟୁ ମୃତ୍ୟୁ ଘଟିଛି l ସବ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋତି ଦେଇଥିବା ଜଣାପଡିଛି l ପ୍ରକାଶ ଯେ ଆଜି ସକାଳୁ ହେଟା ବାଘକୁ ଗୁରୁତର ଭାବରେ ବନବିଭାଗ ଉଦ୍ଧାର କରିଥିଲା l ତେବେ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବୋମା ଫାଟି ହେଟା ବାଘର ମୁଁହ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା l ଏହି ଘଟଣାକୁ ନେଇ ବନବିଭାଗ ଟିମ୍ ତାନା ଘାନା ଜାରି ରଖିଛି l
Read More News
T & CPrivacy PolicyContact Us