Download Now Banner

This browser does not support the video element.

କେନ୍ଦୁଝର ସହର: ରାଇସୁଆଁ ନିକଟରେ ଏକ ବାଇକରୁ ବାହାରିଲା ଡାଳୁଆ ନାଗ, ଅଳ୍ପକେ ବର୍ତ୍ତିଲେ ଯୁବକ

Kendujhar Town, Kendujhar | Sep 25, 2025
ରାଇସୁଆଁ ନିକଟରେ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କ ବାଇକରୁ ଏକ ବିଷାକ୍ତ ଡାଳୁଆ ନାଗ ବାହାରି ଥିବା ଜଣା ପଡିଛି। ଯୁବକ ଜଣକ ସେହି ବାଇକ ଚଳାଇ ଯାଉଥିବା ବେଳେ ହ୍ୟଣ୍ଡେଲ ପାଖରେ ସାପଟି ରହିଥିଲା। ସୌଭାଗ୍ୟ ବଶତଃ ସାପଟି ଯୁବକଙ୍କୁ କାମୁଡି ନ ଥିବା ବେଳେ ସେ ସର୍ପାଘାତରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
Read More News
T & CPrivacy PolicyContact Us