Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ପଶ୍ଚିମଓଡ଼ିଶା ଆଦିବାସୀ ଓ ଦଳିତ ଫୋରମ୍ ପକ୍ଷରୁ ବୁର୍ଲା ରେ ଥିବା tpwodl ଅଫିସ ଘେରାଉ

Sambalpur M, Sambalpur | Aug 21, 2025
ପଶ୍ଚିମଓଡ଼ିଶା ଆଦିବାସୀ ଓ ଦଳିତ ଫୋରମ୍ ପକ୍ଷରୁ ବୁର୍ଲା ରେ ଥିବା tpwodl ଅଫିସ ଘେରାଉକୁ ଆଜି ଦିନ 12 ଟା କରାଯାଇଥିଲା l ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ଅଣଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ସହ TPW ODL ଭିଜିଲାନ୍ସ ଉଇଙ୍ଗ ନିରୀହ ଲୋକଙ୍କ ଉପରେ ମନ ଇଛା ଫାଇନ ପକାଉଛନ୍ତି ଓ ବଳ ପୂର୍ବକ ଶୋଷଣ କରୁଥିବା ଅଭିଯୋଗ କରି ଏକ ରାଲି ପରେ ଅଫିସ ଘେରାଉ କରାଯାଇଥିଲା l
Read More News
T & CPrivacy PolicyContact Us