Install App
jharsugudaupdate
This browser does not support the video element.
ଝାରସୁଗୁଡା: ଓଡିଶା ସରକାର ଙ୍କ ହକି ପ୍ରମୋଶନ କାଉନସିଲ ର ମୁଖ୍ୟ ନିବାହୀ ଅଧୂକାରୀ ତଥା ନିର୍ଦ୍ଦେଶକ ଦିପଙ୍କର ମହାପାତ୍ର ପ୍ରଥମ କରି ଝାରସୁଗୁଡା ଗସ୍ତ
Jharsuguda, Jharsuguda | Dec 29, 2024
ଓଡିଶା ସରକାର ଙ୍କ ହକି ପ୍ରମୋଶନ କାଉନସିଲ ର ମୁଖ୍ୟ ନିବାହୀ ଅଧୂକାରୀ ତଥା ନିର୍ଦ୍ଦେଶକ ଦିପଙ୍କର ମହାପାତ୍ର ପ୍ରଥମ କରି ଝାରସୁଗୁଡା ଜିଲ୍ଲା ଗସ୍ତ କରି ଏଚ୍ କଂଟାପାଲି ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନର ନିଜସ୍ୱ ଚେଷ୍ଟାରେ ହକି ଷ୍ଟ୍ରାଡିୟମ ନିର୍ମାଣ କରା ଯାଇ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ବାରା ଦିଆ ଯାଉଥିବା ପ୍ରଶିକ୍ଷଣ ବିଷୟରେ ବୁଝି ସନ୍ତୋଷ ପ୍ରକାଶ କରି ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!