Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଗବାନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଇଛଦା ମଝାରପୁର ରାସ୍ତା ର ଉନ୍ନତି କରଣ ପ୍ରକଳ୍ପ ର ଶିଳାନ୍ୟାସ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Bhadrak Rural, Bhadrak | Sep 1, 2025
ଉନ୍ନତି କରଣ ପ୍ରକଳ୍ପ ର ଶିଳାନ୍ୟାସ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଆଜି ସନ୍ଧ୍ୟା ୮ ଘଟିକା ରେ ମୁଖ୍ଯମନ୍ତ୍ରୀ ସଡ଼କ ଯୋଜନାରେ ଭଗବାନପୁର ପଞ୍ଚାୟତର ଗ୍ରାମ୍ଯ ଉନ୍ନୟନ ରାସ୍ତାଠାରୁ ଇଛଦା ମଝାରପୁର ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ କରାଯାଇଛି । ଏହାଫଳରେ ଭଗବାନପୁରବାସୀଙ୍କ ପାଇଁ ଗମନାଗମନ ସୁବିଧା ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେଇପରି କଲ୍ୟାଣି- କୋଠାର କେନାଲ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us