This browser does not support the video element.
ପାରଳାଖେମୁଣ୍ଡି: ଜିଲ୍ଲା କୋର୍ଟ ପକ୍ଷରୁ ଅର୍ଥ ହେରଫେର ମାମଲାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୋଷୀ ସାବ୍ୟସ୍ତ
Paralakhemundi, Gajapati | Sep 12, 2025
ଅର୍ଥ ହେରଫେର ମାମଲାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୋଷୀ ସାବ୍ୟସ୍ତ । ବିଭିନ୍ନ ପଞ୍ଚାୟତର ବିକାଶ ନିମନ୍ତେ ଆସୁଥିବା ସରକାରୀ ଅର୍ଥ ସଠିକ ଭାବେ ବିନିଯୋଗ ହୋଇ ନପାରିବାର ଖବର ସବୁ ବେଳେ ଶୁଣିବାକୁ ମିଳିଥାଏ। ସେହିଭଳି ଏକ ଖବର ପାଇ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତତ୍କାଳୀନ ବିଡ଼ିଓ ନଟବର ଗରଡ଼ ତା ୦୪-୦୬-୨୦୨୦ରିଖରେ ତତ୍କାଳୀନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏସ. ରାବଣମ୍ମାଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଭଳି ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ ଯେ, ସେ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରି ଚାଳିଶ ଲକ୍ଷ ପାଞ୍ଚ ହଜାର ସାତଶହ ଟଙ୍କା ଆତ୍ମସାତ କରିଛନ୍ତି। ଏ ନ