Download Now Banner

This browser does not support the video element.

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ମନ୍ଦିରରେ ସୁନିଆ ବାମନ ଜନ୍ମପାଳିତ

Kendrapara, Kendrapara | Sep 4, 2025
ବଳ ଦେବ ଜୀଉ ମନ୍ଦିର ରେ ସୁନିଆ ବାମନ ଜନ୍ମ ଆଜି କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ ମନ୍ଦିର ରେ ସୁନିଆ ବାମନ ଜନ୍ମ ପାଳିତ ହୋଇଛି ସକାଳ ଧୂପ ସମ୍ପନ୍ନ ପରେ ଭଣ୍ଡାର ମୋହର ପାଟ ବସ୍ତ୍ର ଅଳଙ୍କାର ଯୋଗାଇଲା ପରେ ପୂଜା ପଣ୍ଡା ଅଭିମନ୍ତ୍ରିତ କଲା ପରେ ବେଶ ଆରମ୍ଭ କରିଥାନ୍ତି ଏହି ରାଜ ବେଶ ସମ୍ପନ୍ନ ପରେ ସୁନିଆ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ l ମନ୍ଦିର ଅବଧାନ ଙ୍କ ଦ୍ଵାରା ନୂତନପୋଥି ମହାପ୍ରଭୁ ଙ୍କ ଚରଣ ରେ ସମର୍ପଣ ପରେ ଜଗମୋହନ ରେସୁନିଆ ସନ 1433 ସାଲ ପ୍ରବେଶ କରିଥିବା ସୂଚନା ଦେଇଥାନ୍ତି l
Read More News
T & CPrivacy PolicyContact Us