Download Now Banner

This browser does not support the video element.

ପାରଳାଖେମୁଣ୍ଡି: ରାୟଗଡ଼ ଶିବ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Paralakhemundi, Gajapati | Sep 13, 2025
ରାୟଗଡ଼ ଶିବ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ରାୟଗଡ଼ ଶିବମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳ ସ୍ତରୀୟ କର୍ମଶାଳା ମଣ୍ଡଳ ସଭାପତି ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ବିଜେପି ସାଂସଦ ପ୍ରତିନିଧି ପ୍ରଦୀପ କୁମାର ବିଶୋଇ ,ବରିଷ୍ଠ ବିଜେପି ନେତା ଗଣେଶ ବିଶୋଇ ଓ ସୁକୁଟା ମଣ୍ଡଳ ,ଶ୍ରୀନିବାସ ପାଇକ, ବିବେକାନନ୍ଦ ଶବର ଓ ସେବା ପକ୍ଷ କାର୍ଯ୍ୟକ୍ରମର ମଣ୍ଡଳ କୋଡିନେଟର ଚିତ୍ତରଞ୍ଜନ
Read More News
T & CPrivacy PolicyContact Us