This browser does not support the video element.
କଟକ ପୌରାଞ୍ଚଳ: ଲାଲବାଗ ଥାନା ଅଧୀନରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ଗିରଫ
Cuttack M Corp PS, Cuttack | Sep 9, 2025
କଟକ ଲାଲବାଗ ଥାନା ଅଧୀନରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ସୋନୁ ଅଲି। ଅଭିଯୁକ୍ତକୁ ମଙ୍ଗଳବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଅଭିଯୁକ୍ତକୁ ଆଜି ଦିନ ସମୟରେ ଗିରଫ କରିଥିଲା ଲାଲବାଗ ଥାନା ପୋଲିସ।